ସାନଖେମୁଣ୍ଡି ଅନ୍ତର୍ଗତ ଗୌତମି ପଞ୍ଚାୟତର ବିବେକାନନ୍ଦ ବିଦ୍ୟମନ୍ଦିର ସ୍କୁଲରେ ସ୍ୱାଧୀନତା ଦିବସ ପାଳନ

588
ADVERTISEMENT

ସାନଖେମୁଣ୍ଡି,୧୫/୮(ଏଜେନସି) : ସାନଖେମୁଣ୍ଡି ଅନ୍ତର୍ଗତ ଗୌତମି ପଞ୍ଚାୟତର ବିବେକାନନ୍ଦ ବିଦ୍ୟମନ୍ଦିର ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହୋଇଛି । ଉକ୍ତ ସ୍ଥାନରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସ୍ୱାଇଁ, (ଉପ ସଭାପତି) ଶ୍ରୀଯୁକ୍ତ ପ୍ରଶାନ୍ତ ରେଡି,(ପ୍ରଧାନ ଆଚାର୍ଯ୍ୟା) ଶ୍ରୀମତୀ ସୁନିତା ଜେନା, ଅଭିମନ୍ୟୁ ବେହେରା, ଚାନ୍ଦିନୀ ରେଡି ,ଶିବାନୀ ରେଡି, ପ୍ରମୋତି ସାବତ, ଝିଲି ରେଡି, ଅରବିନ୍ଦ ସ୍ୱାଇଁ, ସୁନିତା ପୋଲାଇ, କେ.ସୁଜତା ଆଚାରୀ, ଅର୍ଚନା ଦଳାଇ, ତୃପ୍ତି କୁମାରୀ ଦଳାଇ, ସାଗରୀ ଭୁୟାଁ, ସଙ୍ଗୀତ ପରିଡା ଉପସ୍ଥିତ ଥିଲେ । ସେହିପରି ଆମେ ଆମ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ନିଜକୁ ଭ୍ରଷ୍ଟାଚାର ମୁକ୍ତ ଦୁର୍ନୀତି ମୁକ୍ତ ମାନବବାଦୀ ସଚ୍ଚା ଦେଶଭକ୍ତିଟିଏ ହେବାକୁ ହେବ ବୋଲି ଜାତୀୟପତକା ତଳେ ସପଥ ନେବାକୁ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସ୍ୱାଇଁ ନିଜର ବକ୍ତବ୍ୟ ରଖିଥିଲେ।

Advertisement