ଛତ୍ରପୁର ଠାରେ ୭୩ତମ ସ୍ୱାଧୀନତା ଦିବସ ପାଳନ

264
ADVERTISEMENT

ଛତ୍ରପୁର, ୧୫/୮(ଏଜେନସି) :ଛତ୍ରପୁରର ସ୍ଥାନୀୟ ପୋଲିସ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ୭୩ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ପ୍ୟାରେଡ଼ରେ ଅଭିବାଦନ କରିଥିଲେ ।

Advertisement