
ଭୁବନେଶ୍ୱର, ୧୫/୮ (ଏଜେନସି) : ବ୍ରହ୍ମପୁରର ଷ୍ଟେସନ ରୋଡ଼ ସ୍ଥିତ ହୋଟେଲ ତନ୍ଦୁରି ଇନରେ ‘ବ୍ୟାଙ୍କ ଅଫ ଇଣ୍ଡିଆ ‘ ତରଫରୁ ଗ୍ରାହକ ସମିଳନ୍ନୀ ଆୟୋଜିତ ହୋଇଥିଲା । ବ୍ରହ୍ମପୁର କ୍ଷେତ୍ର ମହାପ୍ରବନ୍ଧକ ଶ୍ରୀ ଶ୍ୟମସୁନ୍ଦର ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂମନ୍ୱିତ ଅତିଥି ଭାବେ ସହାୟକ



















