
ସନଖେମୁଣ୍ଡି ,୧୪/୮(ଏଜେନସି): ସନଖେମୁଣ୍ଡି ଅନ୍ତର୍ଗତ ଗୌତମି ପଞ୍ଚୟତରେ ବିବେକାନନ୍ଦ ବିଦ୍ୟମନ୍ଦିର ସ୍କୁଲରେ ପବିତ୍ର ରକ୍ଷାବନ୍ଧନ ବହୁତ ଆଡମ୍ବରରେ ପାଳନ ହୋଇଛି । ଉକ୍ତ ସଭାରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସୁନିତା ଜେନା, ଅଭିମନ୍ୟୁ ବେହେରା, ଜି. ଚାନ୍ଦିନୀ ରେଡି, ଶିବାନୀ ରେଡି, ପ୍ରମୋତି ସାବତ, ଜି.ଝିଲି ରେଡ଼ି, ରାଜୀବ ଲୋଚନ ପଣ୍ଡା, ଅରବିନ୍ଦ ସ୍ୱାଇଁ, ସୁନିତା ପୋଲାଇ, କେ.ସୁଜାତା ଆଚାରୀ, ଅର୍ଚ୍ଚନା ଦଳାଇ, ତୃପ୍ତି କୁମାର ଦଳାଇ, ସାଗରୀ ଭୁୟାଁ, ଗୋପୀନାଥ ପଣ୍ଡା, ସଙ୍ଗୀତା ପରିଡା ଉପସ୍ଥିତ ଥିଲେ। ସଭାରେ ଗୁରୁଜୀ ଓ ଗୁରୁମା ମାନେ ବକ୍ତବ୍ୟ ଦେଇଥିଲେ । କୁନି କୁନି ପିଲାମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ନୀରବରେ ରକ୍ଷାବନ୍ଧନ ପାଳନ କରିଥିଲେ ।



















