ହିଞ୍ଜିଳିକାଟୁ,୧୧/୦୮(ଶେଷଦେବ ସାହୁ) : ଆଜି ହିଞ୍ଜିଳିକାଟୁରେ ଆସ୍କା ସାଂସଦଙ୍କ ପ୍ରତିନିଧି ନୀଳମଣି ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳିକାଟୁର ରେଗିଡ଼ି ସାହିରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ହିଞ୍ଜିଳି ବ୍ଲକର ଅଧକ୍ଷ ଏନ. ରଘୁନାଥ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ଭୀମସେନ ବେହେରା, ସ୍ଥାନୀୟ ସହରର ଥିବା ତ୍ରିରଙ୍ଗାଯୁବ ସଂଘ ଓ ଡିସ୍କୋଭର ହିଞ୍ଜିଳିକାଟୁ ପକ୍ଷରୁ ବୃକ୍ଷରୋପଣ କରlଯାଇଛି l