Friday, October 23, 2026
ADVERTISEMENT
Home ଆଞ୍ଚଳିକ ଓଡିଶା ବାର୍ତ୍ତା ଓ ଅନୁଭବର ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

ଓଡିଶା ବାର୍ତ୍ତା ଓ ଅନୁଭବର ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

342
ADVERTISEMENT

ବ୍ରହ୍ମପୁର,୪/୮(ରାଜେଶ କୁମାର ରଣା) :ବ୍ରହ୍ମପୁର ସ୍ଥିତ ଆଇ ବି ବଙ୍ଗଳା ଠାରେ ୧0ବର୍ଷ ପୁର୍ତ୍ତି ଅବସରରେ ନ୍ୟୁଜ ୱେବ ଚ୍ୟାନେଲ ଓଡିଶା ବାର୍ତ୍ତା ଓ ମାସିକ ପତ୍ରିକା ଅନୁଭବ ର ୩ ବର୍ଷ ପୂର୍ତ୍ତି ଅବସରରେ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ହୋଇଯାଇଛି ,ଓଡିଶା ବାର୍ତ୍ତାର ସମ୍ପାଦକ ମନୋଜ କାନ୍ତ ଦାସଙ୍କ ତତ୍ତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ,ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସିପି ପିନାକୀ ମିଶ୍ର ଯୋଗ ଦେଇଥିବା ବେଳେ ଏମ.କେ.ସି.ଜି. ଅଧ୍ୟକ୍ଷକ ଚରଣ ପଣ୍ଡା ,ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ମୁଖ୍ୟ ହୃଷିକେଶ ପାଣିଗ୍ରାହୀ ,ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚାଉ ପଟନାୟକ, ପୂର୍ବତନ ବି.ଡି .ଏ .ଅଧକ୍ଷ ସୁବାଷ ମହାରଣା ଉପସ୍ଥିତ ଥିଲେ । ସମ୍ବାଦ ପରିଵେଷଣ କ୍ଷେତ୍ରରେ ବର୍ତମାନ ୱେବ ପୋର୍ଟାଲ୍ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକର୍ମରେ ସମସ୍ତ ସାମ୍ବାଦିକ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement