Friday, October 23, 2026
ADVERTISEMENT
Home ମୁଖ୍ୟ ଖବର ଢେଙ୍କାନାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏ.ବି. ଭି..ପି ବିଭାଗର ଅଭ୍ୟାସ...

ଢେଙ୍କାନାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏ.ବି. ଭି..ପି ବିଭାଗର ଅଭ୍ୟାସ ବର୍ଗ

361
ADVERTISEMENT

ଢେଙ୍କାନାଳ,୪/୮ଏଜେନସି : ଏ.ବି. ଭି..ପି ବିଭାଗର ଅଭ୍ୟାସ ବର୍ଗ ଢେଙ୍କାନାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆରମ୍ଭ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲା ସଂଘ ଚାଳକ ମାନନୀୟ ଶ୍ରୀଯୁକ୍ତ ସୋମେନ୍ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ କଳାମଞ୍ଚ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ଢେଙ୍କାନାଳ ବିଭାଗ ପ୍ରମୂଖ ଅଧ୍ୟାପକ ମୁରଲୀ କିଶୋର ଜେନାମଣି ଯୋଗ ଦେଇଥିଲେ l ଏହି ବର୍ଗ ରେ ଢେଙ୍କାନାଳ, ଅନଗୁଳ ଓ ଯାଜପୁର ଜିଲ୍ଲା ର ବିଦ୍ୟାର୍ଥୀ ମାନେ ଯୋଗ ଦେଇ ଛନ୍ତି l

Advertisement