ଢେଙ୍କାନାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏ.ବି. ଭି..ପି ବିଭାଗର ଅଭ୍ୟାସ ବର୍ଗ

208
ADVERTISEMENT

ଢେଙ୍କାନାଳ,୪/୮ଏଜେନସି : ଏ.ବି. ଭି..ପି ବିଭାଗର ଅଭ୍ୟାସ ବର୍ଗ ଢେଙ୍କାନାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆରମ୍ଭ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲା ସଂଘ ଚାଳକ ମାନନୀୟ ଶ୍ରୀଯୁକ୍ତ ସୋମେନ୍ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ କଳାମଞ୍ଚ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ଢେଙ୍କାନାଳ ବିଭାଗ ପ୍ରମୂଖ ଅଧ୍ୟାପକ ମୁରଲୀ କିଶୋର ଜେନାମଣି ଯୋଗ ଦେଇଥିଲେ l ଏହି ବର୍ଗ ରେ ଢେଙ୍କାନାଳ, ଅନଗୁଳ ଓ ଯାଜପୁର ଜିଲ୍ଲା ର ବିଦ୍ୟାର୍ଥୀ ମାନେ ଯୋଗ ଦେଇ ଛନ୍ତି l

Advertisement