ବିଏସଏଫ ଯବାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

270
ADVERTISEMENT

କୋରାପୁଟ,୦୨/୦୮ ଏଜେନସି : କୋରାପୁଟ ଜିଲ୍ଲାର ବୈପାରିଗୁଡାରେ ଥିବା ୧୩ବାଟାଲିୟନ ବିଏସଏଫ ଯବାନ ରାସ୍ତା କଡରେ ଗଛ ଲଗାଇଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ବିଏସଏଫ ଯବାନ ମାନଙ୍କ ସହିତ ବୈପାରିଗୁଡା ଥାନା ଅଧିକାରୀ ରମେଶ କୁମାର ଦେବତ୍ତା, ବୈପାରିଗୁଡା ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଏସଏଫ ଯବାନଙ୍କ ଏହିଭଳି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବୈପାରିଗୁଡା ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Advertisement