ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତୀୟ ସେନାକୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ଲତା ମଙ୍ଗେସକର୍‌

315
ADVERTISEMENT

ମୁମ୍ବାଇ,(ଦୁନିଆ ହାଲ୍ ଚାଲ୍): ଭାରତୀୟ ସେନାକୁ ମିଳିଛି ସାହସିକ ପୁରସ୍କାର। ପୁରସ୍କାର ବାବଦରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର ଭାରତୀୟ ସେନାକୁ ୧ କୋଟି ଟଙ୍କା ପ୍ରଦାନ କରିବା ଘୋଷଣା କରିଛନ୍ତି। ଲତା ତାଙ୍କ ବାପା ମାଷ୍ଟର୍‌ ଦିନାନାଥ ମଙ୍ଗେସ୍‌କରଙ୍କ ମୃତ୍ୟୁ ବାର୍ଷିକୀରେ ଏହି ଘୋଷଣା କରିଛନ୍ତି।

Advertisement