Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଗଣାମଧ୍ୟମର ଖବର ପ୍ରକାଶନ ପ୍ରତିକ୍ରିୟା !

ଗଣାମଧ୍ୟମର ଖବର ପ୍ରକାଶନ ପ୍ରତିକ୍ରିୟା !

320
ADVERTISEMENT

କୁକୁଡ଼ାଖଣ୍ଡି,୧/୮ ଏଜେନସି : ଜଗଦଳପୁର ଗୁମରଫ ନୁଜର ଖବର ପ୍ରକାଶ ପରେ ବିଦ୍ୟାଳୟରେ ଥିବା ଜଳ ବନ୍ଦୀ କୁ ସମସ୍ତ କୁକୁଡ଼ାଖଣ୍ଡିବ୍ଲକ ଗୋଷ୍ଠି ଅଧିକାରୀ ଏସ ଗିରିଧର ଓ ସରପଞ୍ଚ ହାଡୁବନ୍ଧୁ ବେହେରା ଓ ସମସ୍ତ ବିଦ୍ୟାଳୟ ଛାତ୍ରଙ୍କ ସହ ସି ଆର ସିସି ପିଣ୍ଟୁ ପାଣିଗ୍ରାହୀ ଙ୍କ ସହ ସମସ୍ତ ଶିକ୍ଷକ ମିଳିତ ଭାବେ ନାଳ ନର୍ଦ୍ଧମା ପାଣି ରାସ୍ତାରେ ଥିବା ଖାଲ କୁ କୋଡ଼ୀ ଶାବଳ ରେ ମାଟି ପକାଇ ଭଲ ଭାବେ ସାଜାଇଥିଲେ ଏମିତି ଉଦ୍ୟମ କୁ ସ୍ଥାନୀୟ ଅଂଚଳ ଲୋକେ ସେମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟରେ ଫାଟକ ନଥିବା ଯୋଗୁଁ (ଏଲ ଏଣ୍ଡ ଟି )କମ୍ପାନୀକୁ ଫାଟକନିର୍ମାଣ ନିମନ୍ତେ ନିର୍ଦ୍ଧେଶ ଦେଲେ ଗୋଷ୍ଠି ଅଧିକାରୀ ଏସ ଗିରିଧର

Advertisement