Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଉପଜିଲ୍ଲପାଳଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

ବ୍ରହ୍ମପୁର ଉପଜିଲ୍ଲପାଳଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

283
ADVERTISEMENT

ବ୍ରହ୍ମପୁର,୧/୮ ଏଜେନସି: ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ଦିଗନ୍ତ ରାଉତରାୟଙ୍କୁ ୩୧/୭ ଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ନୂତନ ପିଡି.ଡି.ଆର.ଡ଼ିଏ ଭାବେ ବଦଳି କରାଯାଇଛି । ଶ୍ରୀ ରାଉତରାୟ ବ୍ରହ୍ମପୁର ବିଡିଏ ସେକ୍ରେଟେରୀ ଶ୍ରୀ ସମ୍ଭିତ କୁମାର ରାଉତଙ୍କୁ ଭାରପ୍ରାପ୍ତ (ଉପଜିଲାପାଳ ଭାବେ)ଦାୟିତ୍ୱ ପ୍ରଦାନ କରିଛନ୍ତି ।ଉପଜିଲ୍ଲାପାଳ ରାଉତରାୟ ଜଣେ ସଚ୍ଚଟ ନିସ୍ଵାର୍ଥପର ,କର୍ତ୍ତବ୍ୟନିଷ୍ଠା ତଥା ଆଦର୍ଶ ବାଦି ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁପରିଚିତ ।ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟର ଭଲ ପ୍ରାଶସନିକ ଅଧିକାରୀ ଭାବେ ସୁଚାରୁ ରୂପେ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତ । ତାଙ୍କ ସରଳ, ଆତ୍ମୀୟଭାବ ଓ ସତ ବ୍ୟବହାର ପାଇଁ ଶ୍ରୀ ରାଉତରାୟ ସମସ୍ତ କର୍ମଚାରୀ ଓ ଆଞ୍ଚଳିକ ବସିଙ୍କ ନିମନ୍ତେ ପ୍ରିୟପାତ୍ର ହୋଇ ପାରିଥିଲେ। ଏହି ସମ୍ବର୍ଧନା ରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ କର୍ମଚାରୀମାନେ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।

Advertisement