ADVERTISEMENT
Home ଆଞ୍ଚଳିକ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ

ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ

210
ADVERTISEMENT

ଗଜପତି,୧୮/୧୦(ପ୍ରଭାତ ପାତ୍ର ) : ପାଣିପାଗ ବିଭାଗର ଆକଳନ ଅନୁସାରେ ହେବାକୁ ରହିଥିବା ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ତଳିଆ ତଥା ନଦୀ କୂଳବର୍ତ୍ତି ଅଞ୍ଚଳ ଏବଂ ପାହାଡିଆ ଅଞ୍ଚଳରେ କିଛି ଅଘଟଣ ଘଟିବା ଆଶଙ୍କା ରହିଛି ସେହିଭଳି ଅନ୍ୟ ସମସ୍ତ ଅଞ୍ଚଳରେ ମଧ୍ୟ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପକ୍ଷରେ ଲୋକଙ୍କୁ ସଚେତନ କରିବା ପାଇଁ ମାଇକିଂ ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ ।

Advertisement