Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡା ସିଆରପିଏଫଙ୍କ ଦ୍ୱାରା ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବାଲିଗୁଡା ସିଆରପିଏଫଙ୍କ ଦ୍ୱାରା ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

350
ADVERTISEMENT

କନ୍ଧମାଳ,୩୧/୭ ଏଜେନସି: କନ୍ଧମାଳ ଜିଲ୍ଲା ବାଲିଗୁଡା ନଗରରେ ସିଆରପିଏଫ ବାଟାଲିୟନ ୧୨୭ଙ୍କ ଦ୍ୱାରା ୧୧ ନମ୍ବର ୱାର୍ଡରେ ଥିବା ବନ୍ଧକୁ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ସମସ୍ତ ସିଆରପିଏଫଙ୍କ ସହଯୋଗ କରିଥିବା ସହ କାଉନସିଲର ନାରାୟଣ ଡାକୁଆ ଯୋଗ ଦେଇଥିଲେ ।

Advertisement