ଇଣ୍ଡିଗୋ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଜବତ

352
ADVERTISEMENT

କନ୍ଧମାଳ,୩୧/୭ ଏଜେନସି: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବରବେତା ଗ୍ରାମରେ ଏକ ଇଣ୍ଡିଗୋ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି କରାଯାଉଥିଲା ଏହାର ଖବର ଶୁଣି ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଥିଲେ ଓ.ଆର.୦୨ ବି.ଏକ୍ସ.୪୧୩୯ ଗାଡ଼ିରେ ୩୫କେଜି ଗଞ୍ଜେଇ ଥିଲା ଏହି ଗଞ୍ଜେଇ ମୁସ୍ଲିପଙ୍ଗା ଜିଲ୍ଲା କେଉଁଝର ଯାଉଥିଲା ଡ୍ରାଇଭର ଚିତ୍ତରଞ୍ଜନ ପ୍ରଧାନଙ୍କ ନାରେ କେଶ ନମ୍ବର୬୨/୧୯ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ

Advertisement