ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ଆଊ ଜଣେ କୋଭିଡ ଯୋଦ୍ଧା ଗୋଷାଣୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ...

ଗଜପତି ଜିଲ୍ଲାରେ ଆଊ ଜଣେ କୋଭିଡ ଯୋଦ୍ଧା ଗୋଷାଣୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ

162
ADVERTISEMENT

ପାରଳାଖେମୁଣ୍ଡି,୧୦/୯(ପ୍ରଭାତ କୁମାର ପାତ୍ର) : ଜିଲ୍ଲାରେ ଆଊ ଜଣେ କୋଭିଡ ଯୋଦ୍ଧା ଗୋଷାଣୀ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁ ହାରିଲେ ଜୀବନ। ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ବ୍ରହ୍ମପୁର ଠାରେ ରାଜ୍ୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Advertisement