ଗଜପତି,୧୨/୮,(ପ୍ରଭାତ କୁମାର ପାତ୍ର ) : ବେଆଇନ ମଦ କାରବାର ନେଇ ପୋଲିସ ଓ ଅବକାରି ବିଭାଗର ମିଳିତ ଚଢାଉ, ରାମଗିରି ଥାନା ଅନ୍ତର୍ଗତ ସିଣ୍ଡିବା ଗ୍ରାମରେ ଚଢାଉ ସମୟରେ ଆକ୍ରମଣ ଓ ଗଛିତ ଥିବା ମଦ ପୋଚ ନଷ୍ଟ କରୁଥିବା ବେଳେ ଚଢାଉ ପାଇଁ ଯାଇଥିବା ଟିମ୍ ଉପରେ ଆକ୍ରମଣ, ଅବକାରି ଅଧିକାରୀଙ୍କ ପକ୍ଷରୁ ରାମଗିରି ଥାନାରେ ମାମଲା ରୁଜୁ, ରା.ଉଦୟଗିରି ଅବକାରି ଥାନା ଅଧିକାରୀ ବୃନ୍ଦାବନ ମଣ୍ଡଳଙ୍କ ଅଭିଯୋଗ କ୍ରମେ ଥାନାରେ ରୁଜୁ ହେଲା ମାମଲା, ୬ ଜଣ କର୍ମଚାରୀ ଆହତ ହୋଇଥିବା ସୁଚନା ।



















