Tuesday, October 6, 2026
ADVERTISEMENT
Home ଆଞ୍ଚଳିକ ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମା ଧାମୁଣିଗାଁ ନାକା ପଏଣ୍ଟର ଭାଙ୍ଗିଲା

ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମା ଧାମୁଣିଗାଁ ନାକା ପଏଣ୍ଟର ଭାଙ୍ଗିଲା

184
ADVERTISEMENT

ପାରଳାଖେମୁଣ୍ଡି,୬/୮( ପ୍ରଭାତ କୁମାର ପାତ୍ର ) : ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମା ଧାମୁଣିଗାଁ ନାକା ପଏଣ୍ଟର ଭାଙ୍ଗି ପଡିଲା ଲୁହାର ଫାଟକ , ଅଳ୍ପକେ ବର୍ତ୍ତିଲେ ନାକା ପଏଣ୍ଟରେ କାର୍ଯ୍ୟରତ କର୍ମଚାରୀ, କିଛି ମାସ ତଳେ ଲକଡାଉନ ସମୟରେ ତିଆରି ହୋଇଥିବା ଲୁହା ଫାଟକ ହଟାତ ଭାଙ୍ଗି ପଡିଲା, ଠିକାଦାରଙ୍କ ନିମ୍ନ ମାନ ଯୋଗୁଁ ଭାଙ୍ଗି ଯାଇଥିବା ଅଭିଯୋଗ ।

Advertisement