Thursday, October 8, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡି ବଜାର ପ୍ରବଳ ଭିଡ଼

ପାରଳାଖେମୁଣ୍ଡି ବଜାର ପ୍ରବଳ ଭିଡ଼

221
ADVERTISEMENT

ପାରଳାଖେମୁଣ୍ଡି,୦ ୪/୦୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ବଜାରରେ ପ୍ରବଳ ଭିଡ଼। ଚାରିଦିନ ସଟଡାଉନ ପରେ ଖୋଲିଛି ଦୋକାନ ବଜାର। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପରିବା ଅବା ଗ୍ରସେରୀ ସହ ସମସ୍ତ ଦୋକାନ ଆଜିଠାରୁ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦିଆଯାଇଛି। ଲୋକଙ୍କ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସାୟ ତଥା ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲୁ କରାଯାଇଛି। ଯେପରି ଛୋଟ ଛୋଟ ଶିଳ୍ପ ଭିତ୍ତିକ କାର୍ଯ୍ୟରେ ଶ୍ରମିକ ନିୟୋଜିତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେଇଛି ପ୍ରଶାସନ।

Advertisement