Thursday, October 8, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ପୋଲିସ ପ୍ରଶାସକ ତପନ କୁମାର ପଟ୍ଟନାୟକ, ଗଜପତି ଜିଲ୍ଲାର ନୂତନ ଏସ୍ପି ଭାବେ ଦାୟିତ୍ଵ...

ବରିଷ୍ଠ ପୋଲିସ ପ୍ରଶାସକ ତପନ କୁମାର ପଟ୍ଟନାୟକ, ଗଜପତି ଜିଲ୍ଲାର ନୂତନ ଏସ୍ପି ଭାବେ ଦାୟିତ୍ଵ ଗ୍ରହଣ

201
ADVERTISEMENT

ପାରଳାଖେମୁଣ୍ଡି,୨୨/୦୭(ପ୍ରଭାତ କୁମାର ପାତ୍ର ) : ବରିଷ୍ଠ ପୋଲିସ ପ୍ରଶାସକ ତପନ କୁମାର ପଟ୍ଟନାୟକ, ଗଜପତି ଜିଲ୍ଲାର ନୂତନ ଏସ୍ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅପରାଧ ରୋକିବା ଉପରେ ଗୁରୁତ୍ବ ଦେବା ସହ କରୋନା ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ପ୍ରାଥମିକତା ଦେବେ ବୋଲି କହିଛନ୍ତି ଏସ୍ପି । ଏଥି ସହ ଲୋକମାନଙ୍କ ସହ ପୋଲିସର ସୁସମ୍ପର୍କ କିପରି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ସ୍ବାଗତ କରିବାକୁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ମହଲରେ ତାଙ୍କୁ ସ୍ବାଗତ କରାଯାଇଛି ।

Advertisement