Tuesday, September 22, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ସାରଙ୍ଗଡ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ସାରଙ୍ଗଡ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

524
ADVERTISEMENT

କନ୍ଧମାଳ,୨୯/୭ ଏଜେନସି : ଜିଲ୍ଲା କେ ନୂଆଗାଁ ବ୍ଳକର ସାରଙ୍ଗଡ ପଞ୍ଚାୟତ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସୁଧିର କୁମାର ସାହୁ ଙ୍କ ନେତୃତ୍ଵରେ ସାରଙ୍ଗଡ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ବିଦ୍ୟାଳୟରେ ଅତିତରେ ପଢୁଥିବା ଛାତ୍ର ମାନଙ୍କ ମଧ୍ୟରୁ ସଚେତକ ଛାତ୍ର ସହଦେବ ପାତ୍ର, ମୁକେଶ କୋଠଦଲାଇ, ଅଶ୍ମିନ କୁମାର ପାତ୍ର, ଫକୀର ମୋହନ ସାହୁ,ଶୁଭ ବିଶୋଇ ,ଲିଟୁ ସାହୁ, ଝାଣ୍ଟୁ ସାହୁ,ଦିଲ୍ଲୀପ ପୂଜାରୀ, ରାମ ଦାସ ପ୍ରଧାନ, ରାକେଶ କୋଠଦଲାଇ, ସ୍ବେଚ୍ଛାସେବୀ ସମୀର ପଟ୍ଟନାୟକ, ବିଷ୍ଣୁ ପ୍ରିୟା କହଁର, ଓ ସ୍ଥାନୀୟ ଫରେଷ୍ଟର ବୁଲୁ ଚୌଧୁରୀ ଉପସ୍ଥିତି ରହି ସମସ୍ତେ ମିଶି ପ୍ରାୟ ତିନି ଶହ ବୃକ୍ଷ ରୋପଣ ବିଦ୍ୟାଳୟ ପଡିଆ ଚର୍ତୁଃପାର୍ଶରେ ଲଗାଇଥିଲେ। ସାରଙ୍ଗଡ ଫରେଷ୍ଟର ସମ୍ପୁର୍ଣ୍ଣ ସହଯୋଗ ସହ ଓ ଏହି ପୂର୍ବତନ ଛାତ୍ର ଙ୍କ ଊସ୍ଛାହକ ବୁଦ୍ଧିଜିବି ମହଲରେ ପ୍ରଶଂସା କରିବା ସହ ପ୍ରତି ବର୍ଷ କିପରି ଏହିପରି ଗଛ ଲଗାଯିବ ଆଶାବ୍ୟକ୍ତ କରିଛନ୍ତି।

Advertisement