Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଜଣେ ଘରୋଇ ଚିକିତ୍ସା କେନ୍ଦ୍ରର ଡାକ୍ତରଙ୍କୁ କରୋନା ଆକ୍ରାନ୍ତ

ଜଗଦଳପୁର ଜଣେ ଘରୋଇ ଚିକିତ୍ସା କେନ୍ଦ୍ରର ଡାକ୍ତରଙ୍କୁ କରୋନା ଆକ୍ରାନ୍ତ

264
ADVERTISEMENT

କୁକୁଡ଼ାଖଣ୍ଡି ,୧୩/୭(ଇ.ରଞ୍ଜନ ): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପ୍ରଥମଥର ଦାନା ବୁଣିଲା କରୋନା ଗ୍ରାମର ଭଣ୍ଡାରୀ ସାହି ଏକ ହୋମିଓପାଥିକ ଡାକ୍ତର ଦୀର୍ଘଦିନ ଧରି ଏଲଓପାଥିକ ଚିକିତ୍ସା କରିଆସୁଥିଲେ ଏଥି ସହ ବ୍ରହ୍ମପୁର ଶ୍ରୀରାମ ନଗରରେ ମଧ୍ୟ ଚିକିତ୍ସା କରୁଥିଲେ l କୌଣସି କରୋନା ରୋଗୀଙ୍କୁ ଚିକିତ୍ସା କରୁ କରୁ ଡାକ୍ତର ଜଣକ ଆକ୍ରାନ୍ତ ହୋଇଥିବା ଜଣା ପଡିଛି ସେ ସଂକ୍ରମିତ ସନ୍ଦେହରେ ଉନ୍ନତ ମାନ ଚିକିତ୍ସା ପାଇଁ ନିଜ ଗାଡିରେ ଭୁବନେଶ୍ୱର ଚାଲିଯାଇଥିଲେ l ସେଠାରେ ରିପୋର୍ଟ ପଜିଟିଭ ବାହାରି ଥିବାରୁ ଚିକିତ୍ସାଧିନ ଭାବେ ଭୁବନେଶ୍ୱରରେ ଥିବା ସୂଚନା ବାସଭବନକୁ ଆଜି ବ୍ରହ୍ମପୁର ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜର କରାଯାଇଛି l

Advertisement