Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସାମ୍ବାଦିକଙ୍କ ବିୟୋଗରେ ଶୋକ

ସାମ୍ବାଦିକଙ୍କ ବିୟୋଗରେ ଶୋକ

376
ADVERTISEMENT

କୁକୁଡାଖଣ୍ଡି ,୧୩/୭(ଇ.ରଞ୍ଜନ):-ଗଂଜାମ ଜିଲ୍ଲାରେ କରୋନା ରେ ହିଞ୍ଜିଳିକାଟୁ କାର୍ଯ୍ୟରତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ ରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । କୁକୁଡ଼ାଖଣ୍ଡିରେ କାର୍ଯ୍ୟରତ ସାମ୍ବାଦିକ ମାନେ ତାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ସ୍ମୃତି ଚରଣ କରିଥିଲେ । ଶୋକ ସଭାରେ ସାମ୍ବାଦିକ ମନୋଜ ପାତ୍ର, ବଣ୍ଟି ସାବତ, ଅମୀର ଦଳାଇ, ପି କୃଷ୍ଣମୂର୍ତ୍ତି, ହିମାଂଶୁ ପାଢ଼ୀ, ଇ ରଞ୍ଜନ, ଉମା ଶଙ୍କର ପାଣିଗ୍ରାହୀ, ନାଗେଶ ପାତ୍ର, ଉଷାକାନ୍ତ ପାତ୍ର, ବିଭୁନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement