Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାରେ ନିୟମ ଉଲ୍ଲଘଂନ କାରିଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ ଜିଲ୍ଲାରେ ନିୟମ ଉଲ୍ଲଘଂନ କାରିଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ

285
ADVERTISEMENT

ବ୍ରହ୍ମପୁର,୫/୭,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାରେ ନିୟମ ଉଲ୍ଲଘଂନ କାରିଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି ।ବ୍ରହ୍ମପୁର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଶନିବାର ସକାଳ ୬ଟା ଠାରୁ ଆଜି ସକାଳ୬ଟା ପର୍ଯ୍ୟନ୍ତ ଏକ ଲକ୍ଷ୧୩ହଜାର ୬୦୦ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ମାସ୍କ ପିନ୍ଧି ନଥିବା ୧୭୩ଜଣ ଓ ଅମାନିଆ ଗାଡି ଚାଳକଙ୍କ ଠାରୁ ଏହି ଟଙ୍କା ଆଦାୟ ହୋଇଛି।ଗୋଟିଏ କୋଭିଡ୍୧୯ ମାମଲା ରୁଜ୍ଜୁ ହୋଇଛି। ୧୦ଲିଟର ମଦଜବତ ସହ ଗୋଟିଏ ଅବକାରୀ କେସ, ବିଭିନ୍ନ ମାମଲାରେ ୭ଜଣ ଗିରଫ ହୋଇଛନ୍ତି ।

Advertisement