Thursday, October 8, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡି ବଜାରରେ ଲାଗିଛି ପ୍ରବଳ ଭିଡ଼

ପାରଳାଖେମୁଣ୍ଡି ବଜାରରେ ଲାଗିଛି ପ୍ରବଳ ଭିଡ଼

289
ADVERTISEMENT


ଗଜପତି (ପାରଳାଖେମୁଣ୍ଡି), ୨୭।୬ (ପ୍ରଭାତ କୁମାର ପାତ୍ର ):ପାରଳାଖେମୁଣ୍ଡି ବଜାରରେ ସକାଳୁ ସକାଳୁ ଲାଗିଛି ପ୍ରବଳ ଭିଡ଼ , ପାରଳାଖେମୁଣ୍ଡି ମୁନିସିପାଲିଟି ସମେତ ଗୋଷାଣି ଓ ଗୁମ୍ମା ବ୍ଳକ ଏବଂ କାଶିନଗର ବ୍ଳକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ, ସେଥି ନିମନ୍ତେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ବଜାରରେ ଭିଡ ଲାଗିଥିବା ଦେଖିବାକୁ ମିଳିଛି ।

Advertisement