Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ଟ୍ରଷ୍ଟ ତରଫରୁ ଖାଦ୍ୟ ବଣ୍ଟନ

ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ଟ୍ରଷ୍ଟ ତରଫରୁ ଖାଦ୍ୟ ବଣ୍ଟନ

274
ADVERTISEMENT

ବ୍ରହ୍ମପୁର,୫।୬(ଗୁରୁ ପ୍ରସାଦ ପଟ୍ଟନାୟକ) : ବ୍ରହ୍ମପୁର ନିକଟସ୍ଥ ହଳଦିଆପଦର ଗ୍ରାମରେ ଏନ୍ ରୋଲ ମେଣ୍ଟ ଓଡ଼ିଶା ସରକାର ବିଭାଗ ତରଫରୁ ଦୈନିକ ବାହାର ରାଜ୍ୟରୁ ତଥା କେରଳ,ତାମିଲନାଡୁ ରୁ ଯେଉଁ ପ୍ରବାସୀ ଆସୁଛନ୍ତି ସେମାନଙ୍କୁ ଖାଇବା ପିଇବାର ଅସୁବିଧା ହେଉଥିବା ହେତୁ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।ଏଠାରେ ଦୈନିକ ପ୍ରାୟ ୧୨୦୦ ଶହ ପ୍ୟାକେଟ ଖାଦ୍ୟ ବଣ୍ଟନ କରୁଛନ୍ତି ।ଏଥିରେ ମୁଖ୍ୟ ଭାବେ ତାରାତାରିଣୀ ଟ୍ରଷ୍ଟ ଓ ଅନ୍ୟାନ୍ୟ ମନ୍ଦିରର ଟ୍ରଷ୍ଟ ସହଯୋଗର ହାତ ବଢାଇଛନ୍ତି । ଏଥିରେ ମାନସ ରଞ୍ଜନ ସାମନ୍ତରାୟ,ହେମନ୍ତ ଦାସ ଓ ଟି.କେ.ରେଡ୍ଡୀ ମିଳିତ ଭାବେ ବଣ୍ଟନ କରୁଛନ୍ତି ।

Advertisement