ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ଠାରେ ୧୪୪ ଧାରା ମଧ୍ୟରେ ପାଳିତ ହେଲା ଦେବସ୍ନାନ...

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ଠାରେ ୧୪୪ ଧାରା ମଧ୍ୟରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

369
ADVERTISEMENT

ପାରଳାଖେମୁଣ୍ଡି,୫/୬(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ରୀତିନୀତି ଅନୁସାରେ ପାଳନ ହୋଇଯାଇଛି, ଭୋର ସକାଳୁ ୩ଟାରେ ଦ୍ୱାର ଫିଟା ନିତି ଠାରୁ ଆରମ୍ଭ କରି ମଙ୍ଗଳ ଆଳତି ମୈଲମ, ପହଣ୍ଡି, ସ୍ନାନମଣ୍ଡପ ବିଜେ ହୋଇ ୧୦୮ ପଇଡରେ ସ୍ନାନ କରାଯିବା ପରେ ଗଜାନନ ବେଶ ଆଦି ସମସ୍ତ ନିତିକାନ୍ତି ସରିଛି, ପୁର୍ବ ପ୍ରସ୍ତୁତି ପ୍ରକାରେ ନିଦ୍ଧିଷ୍ଟ ସେବାୟତଙ୍କ ମଧ୍ୟରେ ବିନା ଭକ୍ତରେ ୧୪୪କଟକଣା ପ୍ରକାରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

Advertisement