୧୦ମ ଶ୍ରେଣୀ ସପ୍ଳିମେଂଟାରୀ ପରୀକ୍ଷା ଦେଲେ ୧୮୯ ପରୀକ୍ଷାର୍ଥୀ

183
ADVERTISEMENT

ହିଂଜିଳିକାଟୁ, ୮ା୭ (ଶେଷଦେବ ସାହୁ): ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସପ୍ଳିମେଂଟାରୀ ପରୀକ୍ଷା ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୯୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଦିବସ ପରୀକ୍ଷାରେ ୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୧୮୯ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଗୋଟିଏ ଶିକ୍ଷାଧିକାରୀ ଏସ. ଗିରିଧାରୀ କହିଛନ୍ତି । ପ୍ରଥମ ଦିବସ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ପରୀକ୍ଷାକେନ୍ଦ୍ର ଅଧିକ୍ଷକ ତଥା ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନି କହିଛନ୍ତି ।

Advertisement