ବ୍ରହ୍ମପୁର,, ୩୧ା୫(ବିଶ୍ଵ ରଞ୍ଜନ ବହିଦାର): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ କୁକୁଡାଖଣ୍ଡି ବ୍ଲକ ସ୍ଥିତ ଲୋଚାପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ବିଜେଡ଼ି ର ଜଣେ ସକ୍ରିୟକର୍ମୀ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସମାଜସେବୀ ଅଫିସ୍ ପ୍ରାଙ୍ଗଣରେ କୋରୋନା ଯୋଦ୍ଧା ତଥା ପୋଲିସ,ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସକାଶେ “ବନ୍ଦେ ଉତ୍କଳଜନନୀ” ସଙ୍ଗୀତ ଗାନ କରିଛନ୍ତି

















