ଦାରିଙ୍ଗବାଡି ଠାରେ ବନମହୋତ୍ସବ ପାଳିତ

293
ADVERTISEMENT

କନ୍ଧମାଳ,୮/୭(ଡି.ଏଚ.ବି): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଳକରେ ବନ ବିଭାଗ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସିମନବାଡି ରେଞ୍ଜର ମାଧବ ଚନ୍ଦ୍ର ବେହେରା, ଫରେଷ୍ଟର ମନମଥ ପରିଜା, ବୁଡାଗୁଡା ଫରେଷ୍ଟର ବିମନ ନାୟକ, ବାଲିଗୁଡା ରେଞ୍ଜର ଚିତରଞନ ଦେହୁରୀ,ଆଇଆଇସି ଅଲେଖ ଗଡରିଆ,ଫରେଷ୍ଟର ଶ୍ରୀହରୀ ବେହେରା, ବିଧାୟକ ସାଲୁଗା ପ୍ରଧାନ, ସରପଞ୍ଚ ପର୍ଶୁ ପ୍ରଧାନ ଆଦି ଉପସ୍ଥିତ ରହି ପାଞ୍ଚ ଶହ ଚାରା ରୋପଣ କରିବାସହ କଳା ଓ ସଂସ୍କୃତି ଯୁବ ପରିଷଦ ର ବୁଲୁ ଦିଗାଳ ଙ୍କ ନେତୃତ୍ଵରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା।

Advertisement