Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଦୋକାନ ଖୋଲିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୁପକ୍ଷ ଜାରିକଲେ ନୂଆଗାଇଡ୍ଲାଇନ୍

ଦୋକାନ ଖୋଲିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୁପକ୍ଷ ଜାରିକଲେ ନୂଆଗାଇଡ୍ଲାଇନ୍

489
ADVERTISEMENT

ବ୍ରହ୍ମପୁର,୧୩-୦୫(ଗୁରୁ ପ୍ରସାଦ ପଟ୍ଟନାୟକ) : ସହରରେ ଭିନ୍ନ ଭିନ୍ନ ସମୟରେ ଭିନ୍ନଭିନ୍ନ ଦୋକାନ ବଜାର ଖୋଲିବା ନେଇ ମହାନଗର ନିଗମ । କତୃପକ୍ଷ ଗାଇଡ ଲାଇନ ଜାରିକରିଛନ୍ତି। ଦିନ ୧ଘଣ୍ଟ ସମୟରୁ ସନ୍ଧ୍ୟା ୭ ଟା ସମୟ ପର୍ଯ୍ୟନ୍ତ ଲେଡିସ୍ କର୍ଣ୍ଣର, ବହି ଦୋକାନ, ଷ୍ଟେସନାରୀ ଦୋକାନ,ଅଳଙ୍କାର ଦୋକାନ, ଜେରକ୍ସ ଦୋକାନ, ଲୁଗା ଦୋକାନ,ମୋବାଇଲ୍ ରିଚାର୍ଜ ଦୋକାନ, ଟେଇଲର୍, ଗିଟ୍ଫ ସପ୍,
ଇଣ୍ଟରନେଟ୍ କେଫ୍, ଫଟୋ ଷ୍ଟଡିଓ ଦୋକାନ, ବିଦ୍ୟୁତ୍ଉ ପକରଣ ସୋରୁମ୍, ଦୁଇ ଚକିଆ ଯାନ ସ୍ପେର ପାର୍ଟ୍ ସ୍ଦୋ କାନ ଖୋଲା ରହିବ । ସକାଳ ୭ଘଣ୍ଟ ରୁ ସନ୍ଧ୍ୟା ୭ଘଣ୍ଟ ପର୍ଯ୍ୟନ୍ତ ଅନ୍ୟଦୋକାନ ଖୋଲା ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍ ସୂଚନା ଦେଇଛନ୍ତି । ବୁଧବାର ୧୩ ତାରିଖରୁ ଏହା ଲାଗୁ ହେବ ବୋଲି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Advertisement