Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପ୍ରକଳ୍ପ ଅଧିକାରୀଙ୍କ ଶ୍ରମିକ ଦିବସରେ କୃଷକଙ୍କ ପାଇଁ ନୂତନ ଯୋଜନା

ପ୍ରକଳ୍ପ ଅଧିକାରୀଙ୍କ ଶ୍ରମିକ ଦିବସରେ କୃଷକଙ୍କ ପାଇଁ ନୂତନ ଯୋଜନା

407
ADVERTISEMENT


କନ୍ଧମାଳ,୨/୫(ସୁରେଶ କୁମାର ପଣ୍ଡା): ବାଲିଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମ ନୀଲୀପଡ଼ା, କିଲୁପଡ଼ା, ଶମ୍ବୁକିଆ, କୁନାମାହା, ଫ୍ଲଡଙ୍ଗିଆ, ବାହୁଲମାହାର ସମସ୍ତ ମନରେଗା କାମକୁ ବାଲିଗୁଡ଼ା ଜାତି ଓ ଜନଜାତି ସଂସ୍ଥାର ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ ପର୍ଯ୍ୟବେକ୍ଷଣ କରିବାସହ ଶ୍ରମିକ ମାନଙ୍କୁ ଅଧିକ କାମ ଯୋଗାଇବା ପାଇଁ ପ୍ରବର୍ତ୍ତାଇଥିଲେ ଓ ସଂସ୍ଥା ତରଫରୁ ଅଧିକରୁ ଅଧିକ କାର୍ଯ୍ୟ କରିବାସହ କୃଷକ ମାନଙ୍କ ଜୀବିକା ପାଇଁ ପୂର୍ଣ୍ଣ ସହାୟତା କରାଯିବ ବୋଲି କହିଥିଲେ । ଏହା ସହ ସମରଗାଁରେ ବିନିସ ବିହନ ପ୍ରଦାନ ଦିଆଯାଇଛି ଓ କରୋନା ପାଇଁ ସଚେତନ କରିବା ସହ ବଣ୍ଟନ କରାଯାଇଥିଲା ଅଧିକାରୀ ଦୟାନିଧି ନାୟକ, ପ୍ରକଳ୍ପ ପରିଚାଳକ ସମିରନ ନାୟକ , ଜୀବିକା ମଞ୍ଚ ଶରତ ଚନ୍ଦ୍ର ସାହୁ,ଉପସ୍ଥିତ ରହିଥିଲେ ।

Advertisement