Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଯୁବ ସମାଜସେବୀଙ୍କ ଗ୍ରାମାଞ୍ଚଳରେ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନ

ଯୁବ ସମାଜସେବୀଙ୍କ ଗ୍ରାମାଞ୍ଚଳରେ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନ

442
ADVERTISEMENT

କନ୍ଧମାଳ, ୨୭।୪(ସୁରେଶ କୁମାର ପଣ୍ଡା): ଜିଲ୍ଲା ବାଲିଗୁଡା ବ୍ଲକ ବାରଖାମା ପଞ୍ଚାୟତର ଯୁବସମାଜସେବୀଙ୍କ ଦ୍ୱାରା ବିଭିନ୍ନ ପଞ୍ଚୟାତକୁ ଯାଇ ଗ୍ରାମର ଯୁବ, ଯୁବତୀ, ବୃଦ୍ଧା, ବୃଦ୍ଧି ସମସ୍ତଙ୍କୁ ଲକଡାଉନ ହେବା ଦିନ ଠାରୁ ସେମାନେ ବୁଲିବୁଲି କରୋନା ମହାମାରୀ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭକରି ଥିବା ଦେଖିବାକୁ ମିଳିଛି ।ଏବଂମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସେମାନେ ନିଜର ଆୟରୁ ମାସ୍କ କିଣି ବଣ୍ଟନ କରିଥିବାର ଜଣା ପଡ଼ିଛି ଏବଂ ଜନସାଧାରଣଙ୍କୁ ସାମାଜିକ ଦୂରତା ସବୁବେଳେ ବଜାୟ ରଖିବା ସହ ନିଜକୁ ରକ୍ଷା କରିବା ସହିତ ଅନ୍ୟକୁ ମଧ୍ୟ ରକ୍ଷା କରିବା ଭଳି କରୋନା ପ୍ରତି ସାବଧାନ ବିଷୟରେ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ ଆରମ୍ଭ କରିଥିବା ମତ ପ୍ରକାଶ କରିଛନ୍ତି । ଶ୍ରୀ ବିକ୍ରମ ଦିଗାଲ, ଜୀବନ ବଚନ ନାୟକ, ମିଲନ ଦିଗାଲ, ତାପସ କୁମାର ଦିଗାଲ, ଈମାନୁଏଲ ଦିଗାଲ

Advertisement