Thursday, November 19, 2026
ADVERTISEMENT
Home ଆଞ୍ଚଳିକ ନିଜ ହାତରୁ ଖର୍ଚ୍ଚ କରି ଆର୍ଟ ଦ୍ୱାରା କରୋନା ପାଇଁ ସଚେତନ କରୁଛନ୍ତି ପ୍ରମୋଦ...

ନିଜ ହାତରୁ ଖର୍ଚ୍ଚ କରି ଆର୍ଟ ଦ୍ୱାରା କରୋନା ପାଇଁ ସଚେତନ କରୁଛନ୍ତି ପ୍ରମୋଦ ଦଣ୍ଡିଆ

899
ADVERTISEMENT

କନ୍ଧମାଳ,୨୨/୪( ସୁରେଶ କୁମାର ପଣ୍ଡା):କନ୍ଧମାଳ ଗାଁ କୁ ଗାଁ ବୁଲି ଆର୍ଟ ଦ୍ୱାରା ଲୋକଙ୍କୁ କରୋନା ପାଇଁ ସଚେତନ କରୁଛନ୍ତି ଏକ ସମାଜସେବି I ଏଭଳି ଦେଖିବାକୁ ମିଳିଛି ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ପ୍ରମୋଦ ଦଣ୍ଡିଆ ସେ ଲଣ୍ଡାଗାଁରେ ପ୍ରମୋଦ ଆର୍ଟ୍ସ ଦୋକାନ କରିଛନ୍ତି ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବାଲିଗୁଡ଼ା ସହରରେ କୋଭିଡ୧୯ର ଆର୍ଟ କରି ଲୋକଙ୍କୁ ସଚେତନ କରୁଛନ୍ତି ଏଥିରେ ଲେଖା ଅଛି ସରକାରଙ୍କ ନିୟମ ମାନି ଚଳ,ସ୍ବର୍ଣ୍ଣ ମୟୀ ଭାରତକୁ ସୁରକ୍ଷିତ ରଖନ୍ତୁ,ପରିବାର ସହ ଘରେ ରୁହନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, କରୋନାରୁ ରକ୍ଷା ପାଆନ୍ତୁ ଏଭଳି ପଦକ୍ଷେପ ବିନା ଶୁଳ୍କରେ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି I

Advertisement