Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତକୁ ଯାଇ ଚାଉଳ ବାଣ୍ଟିବା ସହ ରନ୍ଧା ଖାଦ୍ୟର ଅନୁଧ୍ୟାନ

ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତକୁ ଯାଇ ଚାଉଳ ବାଣ୍ଟିବା ସହ ରନ୍ଧା ଖାଦ୍ୟର ଅନୁଧ୍ୟାନ

427
ADVERTISEMENT

କନ୍ଧମାଳ,୨୦/୪(ସୁରେଶ କୁମାର ପଣ୍ଡା):କନ୍ଧମାଳ -କରୋନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଓ ଅସହାୟ ପାଇଁ ଚାଉଳ, ପ୍ରତି ପଞ୍ଚାୟତରେ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିବା ପାଇଁ ଘୋଷଣା କରିଛନ୍ତି I

ଏହାକୁ ଖଜୁରୀ ପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ପଞ୍ଚାୟତ ଗସ୍ତ କରି ଚାଉଳ ପ୍ରଦାନ କରିବାସହ ରନ୍ଧା ଖାଦ୍ୟ ଗରିବ ଲୋକମାନଙ୍କୁ ଦିଆଯାଉଛି କି ନାହିଁ ସେ ନେଇ ଅନୁଧ୍ୟାନ କରିବା ସହ ଲୋକଙ୍କୁ କରୋନା ପାଇଁ ସଚେତନ ରହିବା ନିମନ୍ତେ ବାର୍ତ୍ତା ଦେଇ ମାସ୍କ ବଣ୍ଟନ କରିଥିଲେ I

Advertisement