କନ୍ଧମାଳ, ୧୭/୪(ଟିକି ଦଣ୍ଡିଆ)-ବାଲିଗୁଡ଼ାର କାମପଡ଼ା ଏକ ଜଙ୍ଗଲରେ ବହୁ ବର୍ଷଧରି ତିଆରି ହେଉଥିବା ମହୁଲି ଭାଟିକୁ ଆଜି ବାଲିଗୁଡ଼ା ପୋଲିସ ଓ ମା ଠାକୁରାଣୀ ନାରୀ ସଙ୍ଘ ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ତିଆରି ହେଉଥିବା ହାଣ୍ଡି, ମାଠିଆ, ବ୍ୟାରେଲ ମହୁଲି ମଧ୍ୟ୍ୟ ଜବତ କରାଯାଇଛି ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବା ସହ ଜଣକୁ ଗିରଫ ହୋଇଛି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରି ପ୍ରଶାନ୍ତ କୁମାର ବେହେରା 83/20 ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି I

















