Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାରେ ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ...

ଗଜପତି ଜିଲ୍ଲାରେ ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

300
ADVERTISEMENT

ଗଜପତି,୦୭/୪/ (ପ୍ରଭାତ କୁମାର ପାତ୍ର )- ଗଜପତି ଜିଲ୍ଲାରେ କରୋନା ଭାଇରସ ରୋକିବାକୁ ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଯାତାୟତ କରିବା ପାଇଁ ପୂର୍ବରୁ ଦିଆଯାଇଥିବା ସମସ୍ତ ପାସ ରଦ୍ଧ କରାଯାଇଛି Iତେବେ ଜରୁରୀ ସେବା ପାଇଁ କର୍ମଚାରୀ ମାନଙ୍କୁ ନୂତନ ପାସ ଦିଆଯିବ। ସମସ୍ତଙ୍କୁ ମାସ ବ୍ୟବହାର କରିବା ପାଇଁ ଅପିଲ କରାଯାଇଛି। ସମସ୍ତ ମନ୍ଦିର ଓ ଧାର୍ମିକ ପୀଠରେ ନିତୀକାନ୍ତି ଛଡା ଶ୍ରଧାଳୁଙ୍କ ଦର୍ଶନ ବନ୍ଧ ରହିଛି। ଅତି ଜରୁରୀ କାମ ନଥିଲେ ଘରୁ ନବାହାରି ପାଇଁ ପରାମର୍ଶ ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା I

Advertisement