Thursday, October 22, 2026
ADVERTISEMENT
Home ମୁଖ୍ୟ ଖବର ୬ ପର୍ଯ୍ୟନ୍ତ ବର୍ଷା ନାହିଁ ;ଏଥର ଧୂଳିଆ ଶ୍ରୀଗୁଣ୍ଡିଚା !

୬ ପର୍ଯ୍ୟନ୍ତ ବର୍ଷା ନାହିଁ ;ଏଥର ଧୂଳିଆ ଶ୍ରୀଗୁଣ୍ଡିଚା !

341
ADVERTISEMENT

ଭୁବନେଶ୍ବର, (ନରେନ୍ଦ୍ର ଜେନା) : ଲଘୁଚାପ ଏବେ ଛତିଶଗଡ଼ ମୁହାଁ ହୋଇଛି। ଓଡ଼ିଶାରେ ଏହା ଦୁର୍ବଳ ହେବା ଯୋଗୁଁ ବର୍ଷା ନାହିଁ। ଆକାଶ ମେଘାଚ୍ଛନ୍ନ ରହୁଥିଲେ ସୁଦ୍ଧା ବର୍ଷା ହେଉନାହିଁ। ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଥିବାବେଳେ ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ଷା ନହେବା ସମ୍ଭାବନା ଥିବାରୁ ଏଥର ଶ୍ରୀଗୁଣ୍ଡିଚା ଧୂଳିଆ ହେବ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ। ତେବେ ୭ ଓ ୮ ତାରିଖରେ ରାଜ୍ୟର କିଛି ଜିଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ବୁଧବାର ସକାଳ ସୁଦ୍ଧା କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି।
୩୦ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସମ୍ଭାବନା ବ୍ୟକ୍ତ

Advertisement