Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଡିକି ଭାଙ୍ଗି ଟଙ୍କା ଲୁଟ୍

ଡିକି ଭାଙ୍ଗି ଟଙ୍କା ଲୁଟ୍

294
ADVERTISEMENT

ବ୍ରହ୍ମପୁର,୧୭ା୩(ହିମାଂଶୁ ପାଢ଼ୀ): କମାପଲ୍ଲୀ ଭେଣ୍ଡି ଜୋନ୍ ନିକଟରେ ଥିବା ସାଉଥ୍କୋ କାଉଂଟର ସମ୍ମୁଖରେ ମଙ୍ଗଳବାର ମଧ୍ୟାହ୍ନରେ ସୁବାଷ ଚନ୍ଦ୍ର ପଟ୍ଟନାୟକ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଓଡି ୦୭ଏସି୬୩୪୮ ହୋଣ୍ଡା ସ୍କୁଟିର ଡିକି ଭାଙ୍ଗି ୪୮,୨୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବୈଦ୍ୟନାଥୁର ଥାନା ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

Advertisement