ବ୍ରହ୍ମପୁର,୧୭।୩(ଇ.ରଞ୍ଜନ ): ବ୍ରହ୍ମପୁର ଚୀନରୁ ଆସି ଓଡିଶାରେ ପ୍ରଭାବ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ରୋଗୀ ଚି଼ହ୍ନଟ ହେବାନେଇ ଲୋକଙ୍କ ସୁରକ୍ଷା ଦୃଷ୍ଟି ନେଇ ଜିଲ୍ଲାପ୍ରଶାସନର ୧୪୪ ଧାରା ରୁଜୁ କରି ମହାମାରି କୋରନା ରୋଗରୁ ସୁରକ୍ଷାନେଇ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଚଳଚଞ୍ଚଳ ବ୍ରହ୍ମପୁର ସହର ସୋମବାର ଠାରୁ ନିଶବ୍ଦ ହେବାକୁ ଲାଗିଲାଣି l ଏଥିଲାଗି ପ୍ରଶାସନ ପକ୍ଷ ରୁ ଜୋରଜାର ଜନଗହଳି ପୂର୍ଣ୍ଣ ଦୋକାନ ଗୁଡିକ ବର୍ତମାନ ବନ୍ଦକରିଛି l ଏଥିରେ ବ୍ରହ୍ମପୁର କାର୍ଯ୍ୟନିର୍ଭାହି ଅଧିକାରୀଙ୍କ ସମେତ ବିଏମସି କର୍ତ୍ତୃପକ୍ଷ କାର୍ଯ୍ୟତୁଲାଉଛନ୍ତି ଅନ୍ୟପକ୍ଷରେ ମଦକୁ କୋରନା ଭୟ କରୁଥିବା ଚର୍ଚ୍ଚାକୁ ନେଇ ପ୍ରଶାସନ ତାହାକୁ କୌଣସି ପ୍ରକାର ଦୃଷ୍ଟି ଦେଉନଥିବାରୁ ମଦଦୋକାନ ମାନଙ୍କରେ କୋରନା ଭୟକୁ ନେଇ ମଦ୍ୟପ ସହ ଯେଉଁ ମାନେ ମଦ ପିଇନଥିବା ଛାତ୍ରସମାଜ ମଦଦୋକାନ ଆଡକୁ ମାଡିଯିବା ସହ ଲାଇନ ଲଗାଇ ମଦନେଉଥିବା ଦୃଷ୍ଟିଗୋଚର ହେଉଅଛି l ଏବଂ ରୋଗର ନିତ୍ୟବ୍ୟବହୃତ ସାମଗ୍ରୀ ତଥା ସାନିଟାଇଜର ଓ ମୁହଁ କୁ ପଟ୍ଟୀ ଅଭାବୀବିକ୍ରି ସହ ମହଜୁତ ଥିବା କିଛି ଦୋକାନୀ ଛଡାଦରରେ ବିକ୍ରି ୨0ଟଙ୍କା ମୁହଁ ପଟ୍ଟୀ ୮0 ଟଙ୍କା ବିକ୍ରି କରୁଥିବା ବେଳେ ବ୍ରହ୍ମପୁର ଉପ ଆୟୋଗିଙ୍କ ଆଗରେ ଧରାପୋଡିବା ଯୋଗୁଁ ବ୍ରହ୍ମପୁର ସିଟିହସ୍ପିଟାଲ ରୋଡରେ ଥିବା ଶିବା ହୋମଓ ଦୋକାନକୁ ଚଢାଉ କରି ବାଣିଜିକ ସରକାରୀ ଅନୁମୋଦନ ରଦ୍ଧ କରିଥିଲି l
















