Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କରୋନା ଭୟ : ବ୍ରହ୍ମପୁରରେ ଦୋକାନ ବଜାର ବନ୍ଦ

କରୋନା ଭୟ : ବ୍ରହ୍ମପୁରରେ ଦୋକାନ ବଜାର ବନ୍ଦ

540
ADVERTISEMENT

ବ୍ରହ୍ମପୁର,୧୬।୩(ଇ.ରଞ୍ଜନ): ସହରରେ ମହାମାରି କୋରନା ଦୃଷ୍ଟିକୁ ନେଇ ସହରରେ ଜନଗହଳି ସ୍ଥାନମାନଙ୍କ ଦୋକାନବଜ଼ାର କୁ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଦୋକାନୀ ମାନଂକୁ ଜିଲ୍ଲାପାଳଙ୍କ ନିର୍ଦୋଷ ଅନୁଯାୟୀ ସୋମବାର ବ୍ରହ୍ମପୁର ବଡ଼ବଜ଼ାର ଗହଣା ଦୋକାନ ସମେତ ସାନବଜ଼ାରଗଣେଷ ମାର୍କେଟ ବିଭିନ୍ନ ଲୁଗା ଦୋକାନ ସଫିଙ୍ଗ ମହଲ, ଗାନ୍ଧୀ ନଗର ଘରୋଇ ଶିକ୍ଷା ଅନୁଷ୍ଠାନ ସାଇକଂପ୍ଲେକ୍ସ, ପ୍ରଭୁତି ସ୍ଥାନ ମାନଂକୁ ବନ୍ଦକରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଦୋକାନ ଦୋକାନ ଘୁରିବୁଲି ଏହାକୁ ପାଳନ ନିମନ୍ତେ ନିର୍ଦେଶ ଦେଇଛନ୍ତି ଏବଂ ବେଆଇନ ପଲଥିନ ଦୋକାନ ଉପରେ ଛଡାଉ କରାଯାଇଛି l ଏହି ସମୟରେ ଗଣେଷମାର୍କେଟ ଵେବସାୟୀ ମାନେ ନିଜ ବ୍ୟବସାୟକୁ ଦୃଷ୍ଟିକୁ ନେଇ ବିରୋଧ କରିଥିଲେ l ସହରର ଦୋକାନୀ ମାନଙ୍କୁ କୋରନା ସଚେତନ ନିମନ୍ତେ ଦୋକାନ ବଜ଼ାର ବନ୍ଧ ନିମନ୍ତେ ପ୍ରଶାସନର ନିର୍ଦେଶ l

Advertisement