ADVERTISEMENT
Home ଆଞ୍ଚଳିକ ଆର.ଏମ.ସି ପୁରାତନ କୋଠାର ଜବରଦଖଲ ଉଚ୍ଛେଦ

ଆର.ଏମ.ସି ପୁରାତନ କୋଠାର ଜବରଦଖଲ ଉଚ୍ଛେଦ

318
ADVERTISEMENT

ପାରଳାଖେମୁଣ୍ଡି,୧୪।୩(ପ୍ରଭାତ କୁମାର ପାତ୍ର): ପାରଳାଖେମୁଣ୍ଡି ଜଙ୍ଗମ ସାହି ଛକ ନିକଟରେ ଥିବା ନିୟନ୍ତ୍ରଣ ବଜାର କମିଟି (ଆର.ଏମ୍. ସି)ର ପୁରାତନ କୋଠାଗୃହ ବହୁ ବର୍ଷ ହେଲା ପଡି ରହିଥିବା ବେଳେ ସେଠାରେ ବହୁ ଦୋକାନ ଗୁଡିକ ଚାଲୁ ରହିଥିଲା ବା ଉକ୍ତ କୋଠାକୁ ନିଜ ଦଖଲରେ ରଖିଥିଲେ । ଆର.ଏମ୍. ସି ପକ୍ଷରୁ ମାଜିଷ୍ଟ୍ରେଟଙ୍କ ନିଦ୍ଦେର୍ଶ ପ୍ରକାରେ ପୋଲିସ ସୁରକ୍ଷା ସହ ଜେସିବି ମେସିନ ଲଗାଇ ଏହି କୋଠାଗୁଡିକୁ ଉଚ୍ଛେଦ କରାଯାଇଛି। ତେବେ ନିୟନ୍ତ୍ରଣ ବଜାର ସମିତି ପକ୍ଷରୁ ଏଠାରେ ନୂତନ ଭାବେ ଦୋକାନ ଗୃହ ଏବଂ ଅନ୍ୟାନ୍ୟ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି । ଏହି ଉଚ୍ଛେଦ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ ସହକାରେ ତହସିଲ ଦାର ଅଚ୍ୟୁତା ନନ୍ଦ ଜାନୀ ଉପସ୍ଥିତ ଥିବା ବେଳେ ବ୍ୟାପକ ପୋଲିସ ଉପସ୍ଥିତ ଥି

Advertisement