Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ତହସିଲରେ ମୋ ସରକାର ସେବା ବିଫଳ: ଜନ ଅସନ୍ତୋଷ ବୃଦ୍ଧି

କୁକୁଡାଖଣ୍ଡି ତହସିଲରେ ମୋ ସରକାର ସେବା ବିଫଳ: ଜନ ଅସନ୍ତୋଷ ବୃଦ୍ଧି

710
ADVERTISEMENT

କୁକୁଡାଖଣ୍ଡି,୧୩।୩(ଇ.ରଞ୍ଜନ) :କୁକୁଡାଖଣ୍ଡି ତହସିଲରେ ହିତାଧିକାରୀ ମାନଙ୍କୁ ପଟ୍ଟା ଯୋଗାଇ ଦେବାରେ ବ୍ୟାପକ ଅନିୟମିତତା ସହ ପ୍ରିୟାପ୍ରୀତୀ ପୋଷଣ କରାଯାଉଥିବା ବେଳେ ସାଧାରଣ ଜନତା ବର୍ଷ ବର୍ଷ ଧରି ଦୌଡ଼ା ଦୌଡ଼ି କରୁଥିଲେ । ମଧ୍ୟ ପଟ୍ଟା ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଥିବା ନେଇ ଲୋକଙ୍କ ସେବାରେ “ମୋ ସରକାର ” ଯୋଜନାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଏସବୁ କେବଳ ସରକାରଙ୍କ ପ୍ରଚାର ଧର୍ମୀ ପୋଷ୍ଟରରେ ସୀମିତ ରହିଥିବା ଅଭିଯୋଗ ହେଉଛି । ତହସିଲଦାର ବହୁ ସମୟରେ ଅଫିସରେ ରହୁନଥିବା ଯୋଗୁଁ ସାଧରଣ ବ୍ୟକ୍ତି ତହସିଲ ସେବାରୁ ବଂଚିତ ହେଉଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Advertisement