ବ୍ରହ୍ମପୁର,୧୩।୩ (ହିମାଂଶୁ ପାଢୀ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ବ୍ରହ୍ମପୁର ରେଳ ଷ୍ଟେସନ ପରିଦଶନ କରି ବ୍ୟାପକ ଭାବେ ସାରା ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସର ପାଇଁ ଟ୍ରେନରେ ଆସୁଥିବା ଯାତ୍ରୀକୁଂ କିପରି ସଚେତନତା କରାଯାଇପାରିବ ସେନେଇ ବୁଲିଦେଖିଥିଲେ । ଷ୍ଟେସନ ପରିସରରେ ସଦାସବଦା ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତେ ମାସ ପିନ୍ଧିବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ତ୍ରେୟ ଭାଉ ସାହେବ ,ବ୍ରହ୍ମପୁର ଷ୍ଚେସନ ର ଦୁର୍ଗା ପ୍ରସାଦ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

















