Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଦୀଘ ୪୦ବର୍ଷ ପରେ ସୋରଳ ଗ୍ରାମରେ ମାତୃଭିକ୍ଷା ଗ୍ରହଣ

ଦୀଘ ୪୦ବର୍ଷ ପରେ ସୋରଳ ଗ୍ରାମରେ ମାତୃଭିକ୍ଷା ଗ୍ରହଣ

300
ADVERTISEMENT

ଚିକିଟି,୧୧।୩(ରୁଷିକେଶ ବେହେରା ) : ଚିକିଟି ବ୍ଲକ ଅନ୍ତର୍ଗତ ସୋରଳ ଗ୍ରାମପଞ୍ଚାୟତ କଇଠ ଗ୍ରାମରେ ମହାଡମ୍ବରରେ ଅଲେଖ ମହିମାଧର୍ମ ବକଳାମ୍ବର ବାବା ସାଧୁ, ସନ୍ଥ ମାନଙ୍କ ଦ୍ଵାରା ଅଖଣ୍ଡ ଯଜ୍ଞ, ଅଖଣ୍ଡ ବ୍ରହ୍ମଧୁନି, ପ୍ରଭୁନାମ ଅଲେଖ ଭଜନ, ଆଧ୍ୟ୍ୟତ୍ମିକ ତାତ୍ୱିକ ଆଲୋଚନା, ଓ ବାବାମାନଙ୍କ ଗଗନ ପବନ ପ୍ରାକମ୍ଭିତ ବ୍ରହ୍ମଧୁନିରେ ନଗର ପରିକ୍ରମା ବ୍ରହ୍ମବଧୂତ ବ୍ରହ୍ମାନନ୍ଦ ବାବାଙ୍କ ଦୀର୍ଘ ୪୦ ବର୍ଷ ପରେ ସ୍ୱ -ଗ୍ରାମରୁ ମାତୃଭିକ୍ଷା ଗ୍ରହଣ ତସ୍ୱହିତ ବ୍ରହ୍ମବଧୂତ ପବିତ୍ର ମୋହନ ବାବା ସମେତ ଶତାଧିକ ସାଧୁ ଆନ୍ଦ୍ର–ଓଡ଼ିଶାର ଶତାଧିକ ଅଲେଖ ଭକ୍ତଙ୍କ ଯୋଗଦାନ ପୃବକ ଭକ୍ତ ବୃଦ୍ଧାବନ ବେହେରା ଓ ଘନଶ୍ୟାମ ବେହେରାଙ୍କ ଗୃହରେ ବାବା ମାନଙ୍କ ମାତୃ ଭୋଜନ ଏକବଂଶ ଶତାବ୍ଦୀର ଏହି ଗଞ୍ଜାମ ଜ଼ିଲ୍ଲା ଅଞ୍ଚଳର ପ୍ରଥମ ଆଧ୍ୟାତ୍ମିକ ଅନନ୍ୟ ପବିତ୍ର କାର୍ଯ୍ୟକ୍ରମ ବୋଲି ଆଲୋଚନା କରାଯାଇଛି ପ୍ରିୟରଞ୍ଜନ ଓ ଗ୍ରାମର ଭକ୍ତ ବୃନ୍ଦ ସହଯୋଗ କରିଥିଲେ l

Advertisement