Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗୋଦାବରୀଶ ନଗର ଶିରିଡ଼ି ସାଇ ମନ୍ଦିରର ନବମ ବାର୍ଷିକ ଉତ୍ସବ

ଗୋଦାବରୀଶ ନଗର ଶିରିଡ଼ି ସାଇ ମନ୍ଦିରର ନବମ ବାର୍ଷିକ ଉତ୍ସବ

344
ADVERTISEMENT

ବ୍ରହ୍ମପୁର, ୧୦/୩ (ଇ.ରଞ୍ଜନ) : ପବିତ୍ର ଦୋଳ ପୂର୍ଣ୍ଣମା ଉପଲକ୍ଷେ ଗୋଦାବରୀଶ ନଗର ଠାରେ ପ୍ରତିଷ୍ଠିତ ଶିରିଡ଼ି ସାଇ ମନ୍ଦିରର ବାର୍ଷିକୋତ୍ସବ ପାରଂପରିକ ରୀତିନିତିରେ ପାଳିତ ହୋଇ ଯାଇଛି । ସଂନ୍ଧ୍ୟାରେ ଶତାଧିକ ସାଇ ଭକ୍ତ ଏକ ଶୋଭା ଯାତ୍ରାରେ ଶିରିଡ଼ି ସାଇଙ୍କ ବିଗ୍ରହକୁ ଏକ ପାଲିଙ୍କିରେ ନେଇ ନଗର ପରି କ୍ରମା କରି କରି ମନ୍ଦିରକୁ ଫେରିଥିଲେ । ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।

Advertisement