ଗଞ୍ଜାମ,୨/୭(ଡ଼ି ଏଚ ବି): ଜିଲ୍ଲା ପ୍ରଶାସନ, ୟୁନିସେଫ ଆକ୍ସନ ଐଡ ତରଫ ରୁ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ସେସାରାଟାରୀ ବିଷ୍ନୁପ୍ରିୟ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଉଦ୍ଘାଟନ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଅଛି. ଏହି ଉତ୍ସବରେ ମାନ୍ୟବର ଜିଲା ମୁଖ୍ୟ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନାତନ ପଣ୍ଡା, ଶ୍ରୀମତୀ ମନୋରମ ରେଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଡିସିପିଓ,ଅଳକା ଗୁପ୍ତା ୟୁନିସେଫ ଭୁବନେଶ୍ୱର, ଶ୍ରୀଯୁକ୍ତ ବି ନ ଦୁର୍ଗା, ଷ୍ଟେଟ ମ୍ୟାନେଜେର ଆକ୍ସନ ଐଡ, ଦେବବ୍ରତ ମହାରଣା ଡିଷ୍ଟ୍ରିଟ କୋଅର୍ଡିନେଟର ଗଂଜାମ, ରାଜଲକ୍ଷ୍ମୀ, ଡିଷ୍ଟ୍ରିସତ କୋଅର୍ଡିନେଟର କୋରାପୁଟ, କନ୍ଧମାଳ ରୁ ବାଲ୍ୟ ବିବାହ ପ୍ରତିରୋଧ ମଂଚ ର ସେସାରାଟାରୀ ବିଷ୍ନୁପ୍ରିୟ ଏବଂ ଅନ୍ୟାନ୍ୟ ସମାଜ ସେବା ଅନୁଷ୍ଠାନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ. ୨୫ ଜଣ ୟୁଥ ଚି଼ମ୍ପିୟନ ଯେଉମାନେକି ବାଲ୍ୟ ବିବାହ କୁ ମନା କରିଛନ୍ତି ସେମାନ ଙ୍କୁ ସମ୍ଭୋଧିତ କରିଥିଲେ. ଏହି ସମାରୋହରେ ବାଲ୍ୟ ବିବାହ ପ୍ରତିରୋଧ ମଂଚ ର ଉଦ୍ଘାଟନ ହୋଇ ପ୍ରେସିଡେନ ଅବ ସେସାରାଟାରୀ ମଧ୍ୟ ବଛାଯାଇ ଥିଲା. ଓ ରସୌଲସନ ମଧ୍ୟ ନିଆଯାଇଇଥିଲା । ଏହି ସମାରୋହରେ ରେ ୟୁଥ ଚାମ୍ପିୟନ ମାନେ ନିଜର ମତବ୍ୟ ରଖିଥିଲେ. ଏହି ସମାରୋହରେ ୟୁଥ ଚାମ୍ପିୟନ ମାନଙ୍କ ର ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ. ସମାରୋହ ରେ ନିଦ୍ଧିତ ହେଲା ଯେ ଜିଲ୍ଲା ପ୍ରଶାସନ ଏମ କିଶୋରୀ କିଶୋରୀ ମାନଙ୍କ ର ଟ୍ରାକକିଙ୍ଗ ସ୍ଵଷ୍ଟଏମ ଉପରେ କାମ କରିବା. ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚ ର ଉଦ୍ଘାଟନ ଉସବ ସମାରୋହ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବରେ ମାନ୍ୟବର ଜିଲା ମୁଖ୍ୟ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନାତନ ପଣ୍ଡା, ଶ୍ରୀମତୀ ମନୋରମ ରେଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଡିସିପିଓ,ଅଳକା ଗୁପ୍ତା ୟୁନିସେଫ ଭୁବନେଶ୍ୱର, ଶ୍ରୀଯୁକ୍ତ ବି ନ ଦୁର୍ଗା, ଷ୍ଟେଟ ମ୍ୟାନେଜେର ଆକ୍ସନ ଐଡ ଏବଂ ଅନ୍ୟାନ୍ୟ ସମାଜ ସେବା ଅନୁଷ୍ଠାନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ. ୨୫ ଜଣ ୟୁଥ ଚି଼ମ୍ପିୟନ ଯେଉମାନେକି ବାଲ୍ୟ ବିବାହ କୁ ମନା କରିଛନ୍ତି ସେମାନ ଙ୍କୁ ସମ୍ଭୋଧିତ କରିଥିଲେ. ଏହି ସମାରୋହରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଉଦ୍ଘାଟନ ହୋଇ ପ୍ରେସିଡେନ ଅଫ ସେସାରାଟାରୀ ମଧ୍ୟ ବଛାଯାଇ ଥିଲା. ଓ ରସୌଲସନ ମଧ୍ୟ ନିଆଯାଇଇଥିଲା . ଏହି ସମାରୋହରେ ରେ ୟୁଥ ଚାମ୍ପିୟନ ମାନେ ନିଜର ମତବ୍ୟ ରଖିଥିଲେ. ଏହି ସମାରୋହରେ ୟୁଥ ଚାମ୍ପିୟନ ମାନଙ୍କ ର ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ. ସମାରୋହ ରେ ନିଦ୍ଧିତ ହେଲା ଯେ ଜିଲ୍ଲା ପ୍ରଶାସନ ଏହି କିଶୋର କିଶୋରୀ ମାନଙ୍କ ର ଟ୍ରାକକିଙ୍ଗ ସ୍ଵଷ୍ଟଏମ ଉପରେ କାମ କରିବା