Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପାଇପ୍ ନାଳ ଖୋଳା ଯୋଗୁଁ ଦୁର୍ଘଟଣା: ଚାଳକ ଗୁରୁତର

ପାଇପ୍ ନାଳ ଖୋଳା ଯୋଗୁଁ ଦୁର୍ଘଟଣା: ଚାଳକ ଗୁରୁତର

300
ADVERTISEMENT

ବ୍ରହ୍ମପୁର,୫/୩(ବ୍ୟୁରୋ): ହିଞ୍ଜିଳିକାଟୁରୁ ବ୍ରହ୍ମପୁର ଆସୁଥିବା ଓ.ଡି.୦୨.ଏ.ସି ୫୫୭୭ ନମ୍ବର ଥିବା ଏକ କାର୍ ୫୯ ନମ୍ବର ଜାତୀୟ ରାଜପଥ ରଘୁନାଥପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଗାଡି ଚାଳକ ଗୁରୁତର ହୋଇଥିବାବେଳେ ସ୍ଥାନୀୟ ବ୍ୟକ୍ତିମାନେ କାଚ ଭାଙ୍ଗି ତାଙ୍କୁ ଉର୍ଦ୍ଧାର କରି ଚିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ପଠାଇଥିଲେ । ଦୁର୍ଘଟଣାର କାରଣ ହଠାତ୍ ଜଣାପଡିନଥିଲେ ମଧ୍ୟ ପାଇପ ଲାଇନ ପାଇଁ ଖୋଳାଯାଇଥିବା ନାଳକୁ ଠିକ୍ ଭାବେ ପୋତାଯାଇନଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ବିଶ୍ୱାସ କରାଯାଇଛି ।

Advertisement