କୁକୁଡାଖଣ୍ଡି ,୩/୩(ଇ.ରଞ୍ଜନ): ଆଙ୍କୁଶପୁର ସ୍ଥାନୀୟ ଅୟୁର୍ବେଦିକ ମହାବିଦ୍ୟାଳୟ ଏବଂ ସ୍ଥାନୀୟ ଯୁବକ ଏବଂ ବିଜୁ ଯୁବ ବାହିନୀର ସଦଶ୍ୟ ମାନଙ୍କୁ ନେଇ ସ୍ଥାନୀୟ ଯୁବକ ମାନଙ୍କୁ ଏକତ୍ରିତ କରି କବିରାଜ ଅନନ୍ତ ତ୍ରିପାଠି ଶର୍ମା ଆୟୁର୍ବେଦିକ ଚିକିତ୍ସାଳୟର ଅଭିଜ୍ଞ ପ୍ରାଧ୍ୟାପକ ଡାକ୍ତର ଶ୍ରୀ ଚିନ୍ମୟ ଭବାନୀ ପ୍ରସାଦ, ସ୍ଥାନୀୟ କୁକୁଡାଖଣ୍ଡି ବ୍ଲକର ବିଡ଼ିଓ ଶ୍ରୀ ଗଦାଧର ପାତ୍ର ଏବଂ ସହଯୋଗୀ ଡା. ସୌଭାଗ୍ୟ ରଞ୍ଜନ ମହାଳିକ, ଡା. ସ୍ୱପ୍ନା ସ୍ୱୟଂପ୍ରଭା,ଡା. ଘାସିରାମ ସାହୁ,ଡା. ବିଶ୍ରୀତା ସ୍ୱାଇଁ, ଡା.ବଳରାମ ପ୍ରଧାନ, ଡା.ବିଦ୍ୟୁତ ସରଦାର, ଡା.ଜ୍ୟୋତିରଞ୍ଜନ ମେକାପ,ଡା.ପବିରାମ ମାଝୀ, ଡା. ଅବିନାଶ କରଙ୍କର ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲେ, , ବ୍ଲକ ଯୁବ ସଂଯୋଜକ ସୀମାଞ୍ଚଳ ଦାସ, ବାସ୍ତୁବିତ୍ତ ସନ୍ୟାସୀ ମହାରଣା, ଅମୃତା ଆଚାରି, ବଳରାମ ବେହେରା, ରବୀନ୍ଦ୍ର ସାହୁ, ବିକାଶ ମହାରଣା, ସଦାନନ୍ଦ ସାହୁ, ବାପି ପାତ୍ର, ଶ୍ରୀମତ ପାତ୍ର, E.କୈଳାସ,ସୁଚିତ୍ରା ଗୌଡ଼, କବିତା ବେହେରା, ଗଣେଶ ପାଢ଼ୀ,ପ୍ରମୁଖ ସହଯୋଗ କରିଥିଲେ ଆଙ୍କୁଶପୁର ତଥା ତାର ନିକଟବର୍ତ୍ତୀ ଅଂଚଳର ବହୁ ବୟୋଜେଷ୍ଟ ପୁରୁଷ ଓ ମହିଳା ଶିବିରରେ ଅଂଶଗ୍ରହଣ କରିଥିଲେ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

















