ପୋଲସରା,୩/୩(ସୁଦାମ ମହାରଣା ): ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲାସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ପୋଲସରା ବିଡିଓ, ତହସିଲଦାର, ବ୍ଲକଅଧ୍ୟକ୍ଷ ଉପାଧକ୍ଷା,ସରପଞ୍ଚ ସମିତିସଭ୍ୟ,ଭିନ୍ନକ୍ଷମ ମାନେ ଉପସ୍ଥିତ ଥିଲେ।


















