ବ୍ରହ୍ମପୁର,୦୨/୩ (ଇ.ରଂଜନ): ସଦର ଥାନା ଅଧୀନରେ ଥିବା ହୁଗୁଳାପଠା ସରପଞ୍ଚଙ୍କ ଘରଉପରେ ଜେଲଫେରନ୍ତା ଗଙ୍ଗାଧର ଦାସ ସରପଞ୍ଚଙ୍କ ବାଲାଜୀ ପଲ୍ଲୀ ସ୍ଥିତ ବାସଭବନ ଉପରକୁ ବୋମା ଫିଙ୍ଗି କିଛିଦିନ ଧରି ଫେରାର ହୋଇଥିଲେ l ସେ ବସଷ୍ଟାଣ୍ଡରେ ଲୁଚିଥିବା ପୋଲିସ ଖବର ପାଇ ଅଭିଯୁକ୍ତ ଗିରଫ କରିଛନ୍ତି l ଥାନା ରେ କେଶନଂ ୫୦/୨୦ ମାମଲା ରୁଜୁକରି ସୋମବାର କୋର୍ଟ ଚାଳନ ହେବାକୁ ନେଇ ଥାନା ଅଧିକାରୀ ସନ୍ତୋଷୀସିନି ଓରାମ ସୂଚନା ଦେଇଛନ୍ତି l

















